Hey Phaguna Tume Gala Pare Pare...ହେ ଫଗୁଣ ତମେ ଗଲା ପରେ ପରେ | Satyajeet|PuniThare

Puni Thare · 180,446 просмотров
Hey Phaguna Tume Gala Pare Pare...ଏଇ ସୁନ୍ଦର ଗୀତଟି ଚୀର ସବୁଜ ଅକ୍ଷୟ ମହାନ୍ତି ଗାଇଥିବା ଗୋଟେ ସୁନ୍ଦର ଗୀତ lଏହି ଗୀତକୁ ପୁଣି ଥରେ Sidharth Music ପ୍ରସ୍ତୁତ କରିଛନ୍ତି ନୁଆ କଣ୍ଠରେ l


Song:Hey Phaguna Tame Gala Pare Pare
Singer:Satyajeet
Original Singer:AkshayaMohanty
Lyrics:AkshayaMohanty
Music:AkshayaMohanty
Song Dub At :Sidharth Studio
Song Dub By :Muna&Bubu
Song Mastering Engineer :SitaramAgrawal&SwapnajitSabath

Camera : Rintu & Vicky
Editor : Prasanta
Direction,DI, Graphics : Binay Sutar
Producer : Sitaram Agrawal & NamitaAgrawal
Music Label : Sidharth Music
Banner : Sidharth TV

~Song Lyric~
ହେ ଫଗୁଣ ତୁମେ ଗଲା ପରେ ପରେ
ଅନେକ ଯାତନା ଏଠି
ଲୁହରେ ଲେଖୁଛି କବିତା ଆଜି ମୁଁ
ଲହୁରେ ଲେଖୁଛି ଏଠି

ତୁମ ପରେ ପରେ ଏଇ ବଗିଚାରେ
ଲାଗିଗଲା ନିଆଁ ଦିନେ
ଅନେକ ଗୋଲାପ ପିଆସୀ ଆତ୍ମା
କାନ୍ଦଯେ ଶୁଭୁଛି ବଣେ
ପାଉଁଶ ତଳୁ ମୁଁ ଆଜି ବି ଖୋଜୁଚି
ତୁମରି ଗୋଲାପି ଚିଠି

କାହାକୁ ଦେବି ମୁଁ ଦୋଷ ଆଜି କୁହ
ଛାଡି ଚାଲିଗଲା ବୋଲି
ନିଜ ବୟସକୁ ନେହୁରା କରି ମୁଁ
ଧରି ରଖିକି ପାରିଲି
ସାରା ଏ ରଜନୀ କାନ୍ଦୁଛି ଆଜି ମୁଁ
ନିଜେ ପଢି ନିଜ ଚିଠି
ହେ ଫଗୁଣ ତୁମେ


SET CALLER TUNE

Hey Phaguna Tame Gala Pare Pare

OPERATOR CODES:


"Sidharth Music" & "Sidharth TV " ପ୍ରସ୍ତୁତ "Puni Thare" Channel ର ଏହି ଭିଡିଓଟି ଯଦି ଭଲଲାଗିଥାଏ ତେବେ ଏହି Video କୁ Like କରନ୍ତୁ, Share କରନ୍ତୁ, Comment କରନ୍ତୁ, ଆମ ସହ ଯୋଡିହେବା ପାଇଁ ଏବଂ ସବୁଦିନ ନୂଆ ନୂଆ Video ର Notification ପାଇବାକୁ "Puni Thare" Channel କୁ Subscribe କରନ୍ତୁ ଓ Bell ର Button ପ୍ରେସ୍ କରନ୍ତୁ I

Heartily thanks to you for visiting our channel and supporting us.

#SidharthMusic #SidharthTV #SitaramAgrawal #NamitaAgrawal #PuniThare
-----------------------------------------------------------
"Sidharth Music" ପ୍ରସ୍ତୁତ "Puni Thare" Channel ର ଏହି ଭିଡିଓଟି ଯଦି ଭଲଲାଗିଥାଏ ତେବେ ଏହି Video କୁ Like କରନ୍ତୁ, Share କରନ୍ତୁ, Comment କରନ୍ତୁ, ଆମ ସହ ଯୋଡିହେବା ପାଇଁ ଏବଂ ସବୁଦିନ ନୂଆ ନୂଆ Video ର Notification ପାଇବାକୁ "Puni Thare" Channel କୁ Subscribe କରନ୍ତୁ ଓ Bellର Button ପ୍ରେସ୍ କରନ୍ତୁ..
-----------------------------------------------------------
Also watch our other YouTube Channels:

http://www.youtube.com/c/SidharthTV 
http://www.youtube.com/c/SidharthMusic 
https://www.youtube.com/c/SidharthBhakti
https://www.youtube.com/c/NamitaAgrawal 
http://www.youtube.com/c/JECassetteCompany
http://www.youtube.com/c/WorldMusicOdia 
-----------------------------------------------------------
Follow us on our Facebook Pages:

https://www.facebook.com/sidharthmusicodia/
https://www.facebook.com/SidharthTVofficial/
https://www.facebook.com/sidharthBhaktiOdia/
https://www.facebook.com/NamitaAgrawalOfficial/
-----------------------------------------------------------
#PuniThare #SidharthMusic #SidharthTV #SitaramAgrawal #NamitaAgrawal

Вам также может понравиться..